METRO TV BUREAU
Image
maro news

ବିଜେପୁର ଉପନିର୍ବାଚନ ସମୟରେ ପୋଲିସ ବ୍ଲକିଙ୍ଗ ବେଳେ ୩.୨୦ ହଜାର ଟଙ୍କା ଜବତ

ବରଗଡ ବିଜେପୁର ଉପନିର୍ବାଚନ ପ୍ରଚାର ସରଗରମ ହୋଇଥିଲା ବେଳେ ଗତକାଲି ପୋଲିସ ଗାଇସିଲଟ ତଲପାଲି ନିକଟରେ ରାସ୍ତା ବ୍ଲକିଙ୍ଗ କରି ଗାଡି ଯାଞ୍ଚ କରୁଥିବା ସମୟରେ ୨ଟି ଗାଡ଼ିରୁ ୩ଲକ୍ଷ ୨୦ହଜାର ଟଙ୍କା ବାହାରିଥିଲା [...]