METRO TV BUREAU
Image

ଶୀତ ରେ ଥରୁଛି ସାରା ରାଜ୍ୟ



ସମଗ୍ର ରାଜ୍ୟରେ ବର୍ତମାନ ପ୍ରବଳ ଶୀତଲହରୀ ଅତିବାହିତ ହଉଚି | ଲୋକମାନେ ପ୍ରବଳ  ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜଳେଇ ବସୁଛନ୍ତି | ପାଣିପାଗ ସୂତ୍ର ରୁ ଜଣାପଡିଛି ଯେ ଏହି ପାଗ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଲାଗି ରହିବ | ବର୍ତମାନ ପରିସ୍ଥିତିରେ ରାଜ୍ୟ ର 10 ଟି ସ୍ଥାନର  ପାରଦ  13 ଡିଗ୍ରୀ ତଳକୁ ରହୁଛି  | ଦାରିଂବାଡ଼ି ରେ 3ଡିଗ୍ରୀ,ଫୁଲବାଣୀ ରେ 4.5ଡିଗ୍ରୀ, ଝାରସୁଗୁଡା ରେ 7.8ଡିଗ୍ରୀ, ସମ୍ବଲପୁର ରେ 8ଡିଗ୍ରୀ ତାପମାତ୍ରା ରିଚାର୍ଡ କର ଯାଇଛି |