METRO TV BUREAU
Image

2018 ନବ ବର୍ଷ କୁ ସ୍ୱାଗତ



ସାରା ବିଶ୍ୱ ଆଜି ଇଂରାଜୀ ନବ ବର୍ଷ କୁ ଧୁମ ଧାମ ରେ ସ୍ୱାଗତ କରୁଛି | ଏଥି  ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ସୁନ୍ଦର ଆଲୋକମାଳା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି | ଇଂରାଜୀ ନବ ବର୍ଷ କୁ ନଜର ରଖି କମିଶନରେଟ ପୁଲିସ ଜନସାଧାରଣଙ୍କ ସୁରକ୍ଷା କୁ ଦୃସ୍ଟି ରେ ରଖି ତତ୍ପର ହୋଇ ଉଠିଛ | ରାଜଧାନୀ ର ସ୍ଥାନେ ସ୍ଥାନେ ପାଟ୍ରୋଲିଂ ଓ ଟ୍ରାଫିକ ଦାଇତ୍ୱ କୁ କଡାକଡି କରି ଦିୟା ଯାଇଛି |