METRO TV BUREAU
Image

ସମ୍ବଲପୁର ରେ ସଶସ୍ତ୍ର ଡକାୟତି



ଗତ କଲି ସମ୍ବଲପୁର ସହର ର ବ୍ୟସ୍ତବହୁଳ ଇଲାକା ବୁଢାରଜା ଠାରେ ଥିବା ମୁଥୁତ ଫାଇନାନ୍ସ ରେ  ସଶସ୍ତ୍ର ଡକାୟତି ହୋଇଛି | 4-5 ଜଣ ଝାରଖଣ୍ଡି ଡକାୟତ ଏହି କାଣ୍ଡ ଘଟାଇ  ଥିବା ଜଣ ପଡିଛି  | ଦିନ ଦ୍ବିପହରେ ହୋଇଥିବା ଏହି ଡକାୟତି ରେ କ୍ୟାସିଇଅର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି | ଏଥିସହ ଡକାୟତ ମାନେ ଲୁଟି ନେଇଯାଇଛନ୍ତି 10 ଲକ୍ଷ ରୁ ଉର୍ଧ ର ସୁନା ଗହଣା ଓ ଟଙ୍କା | ବ୍ୟାଙ୍କ କ୍ୟାମେରା ରେ ଡକାୟତି ର ଭିଡିଓ କୈଦ ହୋଇଥିଲା ବେଳେ ଡକାୟତ ମନକୁ ଧରିବା ପାଇଁ ପୁଲିସ ଜିଲ୍ଲା ର ସମସ୍ତ ସୀମା କୁ ସିଲ କରିଦେଇଛି |