METRO TV BUREAU
Image

ଟ୍ରିପଲ ତଲାକ ଲୋକସଭା ରେ ଗୃହୀତ



ଗୁରବର ଦିନ ବହୁ ପ୍ରତିକ୍ଷିତ ଟ୍ରିପଲ ତଲାକ ବିଲ ପାସ ହୋଇଯାଇଛି | ଏହାପରେ ଏହି ବିଲ ରାଜ୍ୟସଭା କୁ ପଠା ଯିବା | ତାପରେ ଆଇନ ରେ ପରିଣତ ହେବ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବା | ରାଷ୍ଟ୍ରପତିଙ୍କ ମୋହର ଲାଗିବ ପରେ ଏହା ଆଇନ ରେ ପରିଣତ ହେବ | ଏହାପରେ ତିନ ତଲାକ କୁ ଏକ ଫୌଜଦାରୀ ଅପରାଧ ରୂପେ ବିବେଚନା କରାଯିବ ଯାହା ପାଇଁ ଦଣ୍ଡ ସ୍ୱରୂପ 3 ବର୍ଷ ପର୍ଯ୍ୟନ୍ତ ଜେଲ ଓ ଅର୍ଥ ଦଣ୍ଡ ମଧ୍ୟ ରହିଛି | ଏହା ସହିତ ସନ୍ତାନ ସନ୍ତତି ଥିଲେ ତାଙ୍କର ଭରଣା ପୋଷଣ ମଧ୍ୟ ରହିଛି |