METRO TV BUREAU
Image

ଲାଲୁଙ୍କ ନୂଆ ପରିଚୟ : କଏଦି ନମ୍ବର 3351



ଗତ ଶନିବାର ଦିନ ଗୋଖାଦ୍ୟ ଦୁର୍ନୀତି ରେ ଦୋଷୀ ସାବ୍ୟସ୍ତ ହେଇ ଲାଲୁ ପ୍ରସାଦ ଯାଦବ ଙ୍କୁ ଗିରଫ କର ଯାଇ ରାଞ୍ଚି କେନ୍ଦ୍ରୀୟ ଜେଲ ରେ ରଖାଯାଇଛି | ଜେଲ ରେ ସେ କଏଦି ନମ୍ବର 3351 ଭାବେ ରହିଛନ୍ତି | ଲାଲୁଙ୍କ କୋଠରୀରେ ଖଟ ଓ ମଶାରୀ ସହ ଟି ଭି ମଧ୍ୟ ରହିଛି | ଏଠି ସହ ସପ୍ତାହ ରେ ଲାଲୁ ମାତ୍ର 3 ଜଣଙ୍କୁ ହିଁ ସାକ୍ଷାତ କରିପାରିବେ ବୋଲି ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି |