METRO TV BUREAU
Image

ବିଜେଡି ର 20 ତମ ପ୍ରତିଷ୍ଠା ଦିବସ ପାଳିତ



ବିଜେଡି ର  20 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ପୁରୀର ତାଳବଣିଆ ଠାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଯୋଗ ଦେଇ ବିଜେଡି ର ଓଡିଶା ରାଜ୍ୟ ରେ ସୁଶାସନ ର ବ୍ୟାଖ୍ୟା କରି ଥିଲେ | ଦଳ ରେ ପ୍ରମୁଖ ନେତା ଓ ମନ୍ତ୍ରୀ ମାନେ ଉପସ୍ଥିତ ଥାଇ ଦଳ କୁ ଆହୁରି ସୁଦୃଢ କରିବା ପାଇଁ ଶପଥ ନେଇଥିଲେ | ଓଡିଶା ରେ ଆଗାମୀ ନିର୍ବାଚନ କୁ ନଜର ରଖି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଯୁକ୍ତି ବଢି ଥିଲେ |