METRO TV BUREAU
Image

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ : 110 କୃତକାର୍ଯ୍ୟ



ଆଜି ପ୍ରକାଶ ପାଇଛି ଓଡିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ) ପରୀକ୍ଷାଫଳ | ସମଗ୍ର ରାଜ୍ୟ ରୁ ମୋଟ 110 ଜଣ ପରୀକ୍ଷାର୍ଥୀ କୃତକତଜୟ ହୋଇଛନ୍ତି |ଏପ୍ରିଲ  25 2017 ରେ 110 ଟି  ସିଭିଲ ଜଜ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ର ବିଜ୍ଞପ୍ତି ପ୍ରକାଶ ପାଇଁ ଥିଲା | 141 ଜଣ ପ୍ରାର୍ଥୀଙ୍କୁ ସାକ୍ଷାତ୍କାର ପାଇଁ ଯୋଗ୍ୟ ବିବେଚିତ କର ଯାଇଥିଲା ବେଳେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି |