METRO TV BUREAU
Image

ବିଜେଡି ରୁ ଦାମ ବହିସ୍କୃତ



ବେଲଗାମ ତୁଣ୍ଡ ଡ଼ଃ ଦାମ ରାଉତଙ୍କୁ  ମହଙ୍ଗା ପଡିଛି  | ମହିଳା , ଅଙ୍ଗନବାଡି କର୍ମୀ ଓ  ପରେ ପରେ ପୁରୀ ସେବାୟତ ମାନଙ୍କ ଉପରେ ମନ୍ତବ୍ୟ ଯୋଗୁ ଆଜି ବିଜେଡି ସୁପ୍ରିମୋ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି |