METRO TV BUREAU
Image

ସ୍ୱପ୍ନ ପୂରଣ କରାଇଲେ ସଚିନ :



   ହୁଇଲ ଚେୟାର କ୍ରିକେଟ ଦଳର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇପାରିଛି  ମାଷ୍ଟର ବ୍ଲାଷ୍ଟର ସଚିନ ଙ୍କ ପାଇଁ  | ଭାରତୀୟ ହୁଇଲ ଚେୟାର କ୍ରିକେଟ ଦଳ ବାଂଲାଦେଶ ଗସ୍ତ ଲାଗି . ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା, ଯାହା ସଚିନଙ୍କ ଯୋଗୁ ସମ୍ଭବ ହୋଇପାରିଛି | ସୂଚନା ଅନୁଯାଇ ଭାରତୀୟ ହୁଇଲ ଚେୟାର କ୍ରିକେଟ ଟିମ . ଲକ୍ଷ ଟଙ୍କା  ଯୋଗାଡ଼ କରିବା ପାଇଁ  କାଠିକର ପାଠ ହୋଇଥିଲା | ବିଭିନ୍ନ  ସଂସ୍ଥା  ଏବଂ  ବ୍ୟକ୍ତିଙ୍କୁ ବାରମ୍ବାର ଅନୁରୋଧ  କରିବା ପରେ ମଧ୍ୟ କୌଣସି ଫଳ ମିଳୁ ନଥିଲା | କେବଳ ଜଣେ  ପ୍ରଯୋଜକ ମାତ୍ର ୨ଲକ୍ଷ ଟଙ୍କାର ସହଯୋଗ କରିବାକୁ ପ୍ରତିଶୃତି  ଦେଇଥିଲେ | ଅନ୍ୟ ଉପାୟ  ନପାଇ ହୁଇଲ ଚେୟାର କ୍ରିକେଟ ସଂଘର ସମ୍ପାଦକ  ପ୍ରଦୀପ ରାଜ  ସଚିନଙ୍କ ପାଖକୁ  ଏଥିନେଇ ଏକ ଇମେଲ ପଠାଇଥିଲେ  | ଯାହା ୩ଦିନ ପରେ ସଚିନ ଏହି ଇମେଲ ଉତର  ଦିବସହ  ଗସ୍ତ ପାଇଁ ଆବଶ୍ୟକତା ହେଉଥିବା ବଳକା ତାଙ୍କ . ଲକ୍ଷ  ସହାୟତା ପ୍ରଦାନ କରିଥିଲେ  | ସଚିନଙ୍କ ସହାୟତା ପରେ  ଭାରତୀୟ ଦଳ ବାଂଲାଦେଶ ଯାଇ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା ,ଏହାକୁ ମଧ୍ୟ - ରେ ଜିତି ପାରିଥିଲା |