METRO TV BUREAU
Image

ଅନିତା ଦାସ ଆଉ ନାହାନ୍ତି :



 ଅନିତା ଦାସ ଆଉ ନାହାନ୍ତି :

           ଅଲିଉଡ଼ ରେ  ବୋହୁ ପ୍ରତିକ୍ଷିତ ଅନିତା ଦାସ ଆଜି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି | କଟକ ସେଲଟର ଛକ ସ୍ଥିତ ବାସଭବନରେ ହୃତଘାତରେ ତାଙ୍କ ଦେହାନ୍ତ ହୋଇଛି  ଦୀର୍ଗ ଦଶନ୍ଧି ଧରି କଳା ଜଗତରେ ନିଜର ଆଧିପତ୍ୟ ସ୍ଥାପନକରି ଦର୍ଶକଙ୍କୁ ମନରଞ୍ଜନ କରିବା ସହ ଖୁବ ଭଲପାଇବା ଦର୍ଶକ ମାନଙ୍କଠୁ ପାଉଥିଲେ |   ଶହେରୁ  ଅଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନୀତା ଦାସ ଛୋଟ ପରଦା ଭଜନ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ସେ ଅନେକ ଫିଲ୍ମ ରେ ନାଇକା ଭୂମିକାରେ ଆସିଥିଲେ ମଧ୍ୟ ମା ଭୂମିକାରେ  ଖୁବ ଲୋକପ୍ରିୟ ହୋଇପାରିଥିଲେ | ତାଙ୍କର  ଅନେକ ଗୁଡିଏ   ସୁପରହିଟ ଫିଲ୍ମ ,ବାହୁଡ଼ିବେ ମୋ ଜଗାବଳିଆ ,ପୁଅ ମୋର କଳାଠାକୁର,ଆସୁଚି଼ମୋ କାଳିଆ ସୁନା ଫିଲ୍ମ ରେ ଅଭିନୟ କରିଥିଲେ | ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଜଣେ କଳାକାର ନୁହେ ବରଂ ଜଣେ ମା ଚାଲିଯାଇଛନ୍ତି ବୋଲି ଶୋକର ଛାୟାଖେଳି ଯାଇଛି | ଆମର ମେଟ୍ରୋ ଟିଭି ତରଫରୁ ତାଙ୍କୁ ବିଦାୟରେ ଅଶ୍ରୁର  ଉପହାର  ପ୍ରଦାନ କରୁଛୁ......