METRO TV BUREAU
Image

ଉଛେଦ ହେବ ମାନବ ବିହୀନ ଲେଭଲ କ୍ରସିଂଗ .....



କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପେୟୁସ ଗୋୟଲଙ୍କ ଅଧକ୍ଷତ|ରେ ନୂଆଦିଲ୍ଲୀ ରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ନିଷ୍ପତି ହୋଇଥିଲା ଯେ ଜୁଲାଇ ସୁଦ୍ଧା ପୂର୍ବତଟ ରେଳ ପଥ ପ୍ରହରୀ ବିହୀନ ଲେଭେଲ କ୍ରସିଂଗମୁକ୍ତ ହେବ ସାରା ଦେଶରେ | ଏହି ବୈଠକରେ ରେଳ ବାଇ ବୋର୍ଡ ଅଧକ୍ଷ ,ବୋର୍ଡ ସଦସ୍ୟ ,ରେଳ ସୁରକ୍ଷା ମୁଖ୍ୟ ଆୟୁକ୍ତ ,୫ ଟି ରେଳ ଜୋନରେ ମହା ପ୍ରଭନ୍ଧକ ଯୋଗ ଦେଇଥିଲେ | ଉତରପ୍ରଦେଶର କୁସିନଗରରେ ଦୁର୍ଘଟଣାରେ ମୃତୁ ବରଣ କରିଥିବା ପିଲାଙ୍କ ଉଦେଶ୍ୟରେ ଭି ପଦକ୍ଷେପ ନିଆଯାଇଛି | ବର୍ତମାନ ସୁଦ୍ଧା ବ୍ରଡଗେଜ ରେଳପଥରେ ସମୁଦାୟ ୩,୪୭୯ ଗୋଟି ପ୍ରହରୀ ବିହୀନ ଲେବେଲ କ୍ରସଙ୍ଗୀ ଉପଲବ୍ଧ ଅଛି | ଏହି ଘୋଷଣା ପୂର୍ବରୁ ଖୋର୍ଦ୍ଧା ରୋଡ ମଣ୍ଡଳରେ ଥିବା ସମସ୍ତ ପ୍ରହରୀ ବିହୀନ ଲେଭେଲ କ୍ରସିଂଗ ଗୁଡିକୁ ବନ୍ଦ କରାଯାଇ ସାରିଛି |