METRO TV BUREAU
Image

ଥଣ୍ଡା ପାଣି ପିଇଲେ ହୋଇଥାଏ ଏହି ସବୁ ଅସୁବିଧା |




ଗରମ ଦିନରେ ଥଣ୍ଡା ପାଣିର ଆବଶ୍ୟକତା ବହୁତ ପଡିଥାଏ । ଥଣ୍ଡା ପାଣି ବିନା ପୂରା ଶୋଷ ମେଣ୍ଟି ନଥାଏ । କିଛି ଲୋକ ଫ୍ରିଜର ଥଣ୍ଡା ପାଣି ସବୁ ବେଳେ ପିଅନ୍ତି । ଆସନ୍ତୁ ଜାଣିବା ୫ଟି ବଡ କ୍ଷତିର କାରଣ ଯାହାକି ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ହୋଇଥାଏ ।

୧-    ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ପେଟ ସଙ୍କୋଚନ ହୋଇଯାଏ ଓ ପରିମାଣ ସରୂପ ଖାଦ୍ୟ ଠିକରେ ହଜମ ହୁଏ ନାହିଁ। ବାରମ୍ବାର ପେଟରେ ଖାଦ୍ୟ ହଜମ ନହେଲେ ବହୁ ସମସ୍ୟା ହେବା ଦ୍ୱାରା ରୋଗ ହୋଇଥାଏ ।

୨-    ଶରୀର ଥଣ୍ଡା ପାଣି ପାଇଁ ଶିଘ୍ର ଅଭ୍ୟାସ ହୋଇ ନଥାଏ ଯାହା ପାଇଁ ବହୁ ଥର ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇଯାଏ । ଖରାପ ଗଳାରେ ନା କେବଳ କଥା ନୁହଁ ବହୁ କଷ୍ଟ ହେବା ସହିତ ତଂଟି ଖାରି ନେଲା ପରି ଲାଗିଥାଏ ।

୩-    ଥଣ୍ଡା ପାଣିରେ ଶାରୀରିକ ତନ୍ତ୍ର ସଙ୍କୋଚନ ଏକ ନିତିଦିନିଆ ସମସ୍ୟା ଅଟେ କିନ୍ତୁ ଯଦି ଚେଷ୍ଟା କରିବା ଦ୍ୱାରା ବାରମ୍ବାର ସଙ୍କୋଚନ ହେବା ଏହାର ପ୍ରଭାବ ପାଚନ କ୍ରୟାରେ ପଡିଥାଏ ଯାହାକି ହୃଦୟର ପ୍ରଭାବିତ ହୋଇପାରେ ।

୪-    ଫ୍ରିଜ ପାଣି କୃତ୍ରିମ ରୂପରେ ଥଣ୍ଡା କରାଯାଏ । ତାପମାନ ନିର୍ଦ୍ଧାରିତ ନ ହେବା ଦ୍ୱାରା ଫ୍ରିଜର ପାଣି ବାରମ୍ବାର ଥଣ୍ଡା, ଗରମ ହୋଇଥାଏ । ଦେଖିବାକୁ ଗଲେ ଫ୍ରିଜରେ ରଖିଥିବା ପାଣିକୁ ସାମାନ୍ୟ ଅଧିକ ହୋଇଥାଏ । ଯାହା ଦ୍ୱାରା ଥଣ୍ଡା , କାଶ ହୋଇଥାଏ ।

୫-    ସବୁ ଦିନ ପାଣି ପିଇବା ଦ୍ୱାରା ଟନସିଲ ସମସ୍ୟା ଦେଖାଦେଇଥାଏ । ଏହା ଛଡା ପାଚନ ତନ୍ତ୍ରରେ ଯୋଡି ହୋଇଥିବା ରୋଗ ମଧ୍ୟ ହୋଇପାରିବ । ଏଥିପାଇଁ ସବୁଠୁ ଭଲ ଫ୍ରୀଜ ପାଣି ଛାଡି ମାଟିର ପାତ୍ରରେ ଘୋଡାଇ ହୋଇଥିବା ପାଣି ପିଅନ୍ତୁ |