METRO TV BUREAU
Image

ମେରୀକମ ଭାରତକୁ ଆଣିଲେ ୧୮ତମ ସ୍ୱର୍ଣ୍ଣ ପଦକ



ମେରୀକମ ଭାରତ ପାଇଁ ଆଣିଲେ ସ୍ୱର୍ଣ୍ଣ ପଦକ | ୫ଥର ୱାଲର୍ଡ ଚମ୍ପିଅନ ମେରିକମଙ୍କ ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ପଦକ । ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ସେ ଆୟରଲାଣ୍ଡର କ୍ରିଷ୍ଟିନା ଓହୋରାଙ୍କୁ ୫-୦ରେ ପରାସ୍ତ କରି ମେରୀ ଭାରତ ପାଇଁ ସ୍ଵର୍ଣ ଜିତି ଆଣିଛନ୍ତି | ଦୀର୍ଘ ଦିନ ଧରି ମେରୀ ବକ୍ସିଂ ରିଙ୍ଗ ରୁ ବିରାମ ନେଇଥିବା ବେଳେ  ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାଧ୍ୟମରେ ସେ ବକ୍ସିଂ ଜଗତକୁ ପୁନର୍ବାର ଫେରିଛନ୍ତି |