METRO TV BUREAU
Image

କେମିତି ବାଛିବେ ଭଲ କଲେଜ ?



ପିଲାମାନଙ୍କର ଇଚ୍ଛା ଥାଏ ସେମାନେ ଭଲ କଲେଜ ରେ ପାଠ ପଢିବେ |ସେଥି ପାଇଁ ଭଲ କଲେଜ କେମିତି ଜାଣିବେ  ଆସନ୍ତୁ ଜାଣିବା ଏହି ବିଷୟରେ |
()ମାନ୍ୟତା ମିଳିଛି କି ନାଇଁ -କୌଣସି ବି କଲେଜ ରେ ଆଡ଼ମିସନ କରିବା ପୂର୍ବରୁ  ଜାଣିବା ଉଚିତ ଯେ କୌଣସି ବିଶ୍ୱବିଦ୍ୟାଳୟ ନିକଟରୁ କଲେଜ ଟିକୁ ମାନ୍ୟତା ମିଳିଛି କିମ୍ବା ନାହିଁ | ବର୍ତମାନ ଏମିତି ଅନେକ ଗୁଡିଏ  କଲେଜ ରହିଛି ଯାହା ଦେଖିବାକୁ ଖୁବ ଆକର୍ଷଣୀୟ |ମାତ୍ର ସେ ସବୁକୁ କୌଣସିବି ବିଶ୍ୱବିଦ୍ୟାଳରେ ମାନ୍ୟତା ,ମିଳିନାହିଁ |
()କୋର୍ସ କେତେ ର୍ରେପୁଟେଡ଼ -କଲେଜ ବାଛିବା ସମୟରେ ଏହା ଧ୍ୟାନ ରଖିବାକୁ ହେବ ଯେ ଆପଣ ସେଠାରୁ ଯେଉଁ କୋର୍ସ କରିବାକୁ ଚାଁହୁଛନ୍ତି ତାହାର ରିପୁଟେସନ କିପରି ? କ୍ୟାରିଅର ରେ ଭଲ କୋର୍ସ କୌଣସିବି କାର୍ଯ୍ୟରେ ଲାଗିବକି ନାହିଁ | ତେଣୁ କର ସହ ସମ୍ବନ୍ଧିତ ବିଶେଷଜ୍ଞ ତଥା ପୂର୍ବତନ ଛାତ୍ର ଛାତ୍ରୀ ଙ୍କୁ ଏ ସମ୍ପର୍କରେ ପକାହାରୀ ବୁଝିବା ଆବଶ୍ୟକ | 
()ଫାକଲ୍ଟି -କଲେଜ ବାଛିବା ସମୟରେ ସେଠାକାର ଫାକଲ୍ଟି ଏବଂ ପାଠପଢା ପ୍ରଣାଳୀ ବିଷୟରେ ଜାଣିବା ଜରୁରୀ | ଏହି ବିଷୟରେ ଆପଣ ପୂର୍ବ ଛାତ୍ରଛାତ୍ରୀ ଙ୍କ ଠାରୁ ଜାଣିପାରିବେ |
()ପ୍ଲେସମେଣ୍ଟ ରେକଡ - ଯଦି ଆପଣ କୌଣସି ପ୍ରପେଶନାଲ କୋର୍ସ ରେ ଆଡ଼ମିସନ ନେବାରେ ଯୋଜନା କରୁଛନ୍ତି ତେବେ ସେଠାକାର ପ୍ଲେସମେଣ୍ଟ ରେକଡ଼ ପ୍ରତି ଦୃଷ୍ଟି ଦେବାକୁ ହେବ | କ୍ୟାମ୍ପସ ପ୍ଲେସମେଣ୍ଟ ବିଷୟରେ ସେଠାରୁ ପାସ ହୋଇଥିବା ଛାତ୍ରଛାତ୍ରୀ  ଙ୍କ ଠାରୁ ବୁଝି ପାରିବେ , କେଲଜ ଅଧ୍ୟାପକ ଙ୍କ ଠାରୁ ବି ବୁଝିପାରିବେ | 
()ଲୋକେସନ-ଆଡ଼ମିସନ ନେବାରେ କଲେଜ ର ଲୋକେସନବି ଗୁରୁତ୍ୱ ବହନ କରିଥାଏ | ଘର ଠାରୁ କଲେଜ କେତେ ଦୂର ଏବଂ କେଉଁ ଜାଗାରେ ଅବସ୍ତିତ ସେଥି ପ୍ରତିବି ଧୱନ ଦେବାକୁହେବ | ଅନ୍ୟ ସହର ରେ ରହି ପାଠ ପଢିବାକୁ ଚାଁହୁଥିଲେ କଲେଜ ଆଖପାଖ ଅଂଚଳ ର ପରିବେଶ କେମିତି ସେଥପ୍ରତି ବି ଧ୍ୟାନ ଦେବାକୁହେବ |