METRO TV BUREAU
Image

ଅଇଁଠାପଲ୍ଲୀ ଥାନା ରେ ଲଙ୍କାକାଣ୍ଡ



ଗତକାଲି ଚୋରି ଅଭିଯୋଗ ରେ ଗିରଫ ହୋଇଥିବା ଏକ ଅଭିଯୁକ୍ତ କୁ ପୋଲିସ ସମ୍ବଲପୁର ସ୍ଥିତ ଅଇଁଠାପଲ୍ଲୀ ଥାନା କୁ ଆଣି ଥିଲା | ତେବେ ଆଜି ସକାଳୁ ଅଭିଯୁକ୍ତ ଟିର ମୃତ୍ୟୁ ଘଟି ଥିବା ଜଣ ପଡିଛି | ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଭିଯୁକ୍ତ ଟିର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ | ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକ ଥାନା ଘେରାଓ କରି ଭଙ୍ଗାରୁଜା କରିବା ସହ ନିଆଁ ଲଗେଇଛନ୍ତି | ଏହି କାରଣ ରୁ ଅଇଁଠାପଲ୍ଲୀ ଥାନା ରଣକ୍ଷେତ୍ର ପଲିଟିଚି |