METRO TV BUREAU
Image

କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣ : ସହଯୋଗୀକୁ ପୋଲିସ ଠାରୁ ଛଡେଇ ନେଲେ



ଏକ ଗିରଫ ଲସ୍କର ଆତଙ୍କବାଦୀ ର ସ୍ଵାସ୍ଥ ପରୀକ୍ଷା କରିବା ବେଳେ କିଛି ସହଯୋଗୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରି ୫ ଜଣ କୈଦିଙ୍କ ମଧ୍ୟ ରୁ ଜଣଙ୍କୁ ନେଇ ଚମ୍ପଟ ମାରିଛନ୍ତି | କାଶ୍ମୀର ଉପତ୍ୟକା ର ଲସକେର-ଏ -ତାଇବା ଏହି ଭଳି କାନ୍ଦ ଘଟାଇ ଥିବାର ଅନୁମାନ କରାଯାଉଛି | ଏହି ଆକ୍ରମଣ ରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି | ଚମ୍ପଟ ମେରିଥିବା ଆତଙ୍କବାଦୀଟିକୁ ୨о୧୪ ମସିହା ରେ ଶ୍ରୀନଗର ଠାରୁ ଗିରଫ କରାଯାଇଥିଲା ।