METRO TV BUREAU
Image

ନାଗାଲାଣ୍ଡ କୁ ରାଜ୍ୟପାଳଙ୍କ ବଦାନ୍ୟତା କୁ ନେଇ ପ୍ରଶ୍ନ ଉଠେଇଚି କଳିଙ୍ଗ ସେନା



ରାଜ୍ୟପାଳ ଏସ.ସି ଜମିର ନିଜ ପଦ ଓ ଗାରିମାର ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ବାଢିଛି  କଳିଙ୍ଗ ସେନା | ଓଡ଼ିଶାର ସର୍ବୋଚ୍ଚ ନାଗରିକ ପଦ  ରେ ରହି ମଧ୍ୟ ଓଡିଶା ର ଗରିବ ଲୋକମାନଙ୍କ ପ୍ରତି ସହାୟତା ନ ଲୋଡି ନିଜ ପ୍ରଦେଶ ନାଗାଲାଣ୍ଡ ବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି ବୋଲି କଳିଙ୍ଗ ସେନା ଅଭିଯୋଗ ଆଣିଛି 
     ନାଗାଲାଣ୍ଡ ର ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ମାନଙ୍କୁ ଓଡିଶା ରାଜକୋଷ ରେ ଥିବା ଅର୍ଥ ସେମାନଙ୍କୁ ବିନା ପ୍ରମାଣ ରେ ପ୍ରଦାନ କରୁସଯାନ୍ତି ବୋଲି କଳିଙ୍ଗ ସେନା ର ମୁଖ୍ୟ ଶ୍ରୀ ରଥ ଅଭିଯୋଗ କରିଛନ୍ତି | ରାଜ୍ୟପାଳ ନିଜ ପଦବୀ ରୁ ଇସ୍ତଫା ନଚେତ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ରଥ ସମେତ ଅନ୍ୟ କର୍ମରେକର୍ତ୍ତା  ମାନେ ଦାବି ରଖିଛନ୍ତି |