METRO TV BUREAU
Image

ବିନା ସହମତି ରେ ମହିଳାଙ୍କୁ ଛୁଇଁବା ଅପରାଧ



ବିନା ସହମତି ରେ ମହିଳାଙ୍କୁ ଛୁଇଁବା ଏବେ ଅପରାଧ ବୋଲି ବିବେଚିତ ହବ | ଆଜି ଦିଲ୍ଲୀ  ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ ରାୟ ରେ ଏହା କହିଛନ୍ତି | ଦିଲ୍ଲୀ  ରେ ମହିଳା ମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ବୃଦ୍ଧି ପାଉଥିବାବେଳେ ଏପରି ଘଟଣା ଏକ ଅପରାଧିକ ମାମଲା ବୋଲି ଦର୍ଶେଇଛନ୍ତି | ଆଜି ଜଣେ 9 ବର୍ଷୀୟ ବାଳିକା କୁ ଖରାପ ଉଦ୍ଦେଶ୍ୟ ନେଇ ମାମଲା ଶୁଣାଣି କରି ଅତିରିକ୍ତ ସେସନ ଜଜ ସିମାମ ମାଇନି ଏଭଳି କହିଛନ୍ତି | ଆଗକୁ ଅନେକ କଡା ନିୟମ ମାନ  ଥିଲା ବେଳେ ତାହା କାର୍ଯ୍ୟକାରୀ ହୋଇ ମଧ୍ୟ ଅନେକ ଘଟଣା ମାନ ଘଟୁ ଥିବା ବେଳେ ଏହା କୁ ଜନସାଧାରଣ କେତେ ମତ୍ରା  ରେ ଆପଣାଉଛନ୍ତି ତାହା ଦେଖିବାକୁ ବାକି ଅଛି |