METRO TV BUREAU
Image

ଆମ ଆଦମୀ ପାର୍ଟି କୁ ଝଟକା



ଦିଲ୍ଲୀ  ର ଆମ ଆଦମୀ ପାର୍ଟି କୁ ଝଟକା ଲାଗିଛି | ଗୋଟାଇପଟେ ପାର୍ଟି ନିଜର ପତିଆରା ଜାହିର କରି ଦୁର୍ନୀତିମୁକ୍ତ ବୋଲି କହୁଥିଲା ବେଳେ ଆମ ଆଦମୀ ପାର୍ଟି ର କେତେକ ବିଧାୟକ ଲାଭଜନକ ପଦ ପଦବୀ ହଟେଇ ଥିଲେ |  ଏବେ ସେମାନଙ୍କ ନାମ ରେ ମୁଖ୍ୟ ନିର୍ବାଚନ କମିଶନ ସଭ୍ୟ ପଦ ରଦ୍ଦ କରିଛନ୍ତି | ଏହି ବିଷୟ ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ନିଅ ଯାଇଛି ଯାହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ରହିଛି |