METRO TV BUREAU
Image

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ



ଆଜି ବଙ୍ଗୋପସାଗରର ପୂର୍ବ ଉପକୂଳ ଅବଦୁଲ କାଲାମଦୀପର ୪ନଂବର ଲଂଞ୍ଚପାଡ଼ରୁ ପ୍ରତିରକ୍ଷା ଗବେଷଣା ଉନୟନ ପକ୍ଷରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି | ଏହି ପରୀକ୍ଷଣ ଆଜି ସକାଳ ୯.୫୩ ମିନିଟରେ ହୋଇଛି | ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ ସ୍ବଦେଶୀ ଜ୍ଞାନ କୌଶଳରେ  ନିର୍ମିତ ହୋଇଛି | ଏହି କ୍ଷେପଣାସ୍ତ୍ରରରେ ୧.୫ଟାନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି | ତେବେ ସୂଚନା ଅନୁଯାୟୀ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି-୫ର ପରୀକ୍ଷଣ ସଫଳ ହୋଇଛି |