METRO TV BUREAU
Image

50,000 ଛାତ୍ରଛାତ୍ରୀ ଙ୍କ ସମବେତ କଣ୍ଠ ରେ "ବନ୍ଦେ ଉତ୍କଳ ଜନନୀ"



ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ବିଶାଳ ଶିଶୁ ଉତ୍ସବ ରେ ସମବେତ କଣ୍ଠ  ରେ 50,000 ଛାତ୍ରଛାତ୍ରୀ ଗାଇଛନ୍ତି "ବନ୍ଦେ ଉତ୍କଳ ଜନନୀ" | ଦେଶ  ମାତୃକା ପାଇଁ କୁନି କୁନି ପିଲାଙ୍କର ଏହା ନିଶ୍ଚଳ ଭଲପାଇବା ଦର୍ଶାଉଥିବାବେଳେ ଓଡ଼ିଆ ଜାତି ଉତ୍କଳ ର ଗୌରବ ଓ ଗାରିମା କୁ ମଧ୍ୟ ପ୍ରଦର୍ଶିତ କରିଛି | ଏହି ଉତ୍ସବ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ କରି ଥିଲେ ଓ ଅନେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥାଇ କୁନି କୁନି ପିଲାଙ୍କର ଏହି ଅବିସ୍ମରଣୀୟ ଉଦ୍ୟମ କୁ ପ୍ରଶଂସା କରି ଥିଲେ | ଏହା ସହ ଏହି ଉତ୍ସବ କୁ ଲିମକା ବୂକ ଅଫ ରେକର୍ଡ ରେ ସାମିଲ କରିବା କୁ ମଧ୍ୟ ଇଚ୍ଛା ପ୍ରକଟ କରିଛନ୍ତି |