Entertainment

ଆଗ ଅପେକ୍ଷା ପତଳା ହେଲାଣି ସୋନାକ୍ଷୀ, ଦେଖନ୍ତୁ ଫଟୋରେ କେମିତି ଲାଗୁଛନ୍ତି ହଟ୍

  •  
  • 4
  •  
  •  
  •  
  •  
  •  
    4
    Shares

ବଲିଉଡର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ନିଜର ଫଟୋ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସୋନାକ୍ଷୀ ନିଜର ଇଷ୍ଟ୍ରାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗ ଅପେକ୍ଷା ବହୁତ ପତଳା ଓ ହଟ୍ ଦେଖାଯାଉଛି । ପାଠକଙ୍କୁ ଜଣାଥିବ ଯେ, ସୋନାକ୍ଷୀ ଯେତେବେଳେ ଫିଲ୍ମ ଦୁନିଆରେ ପାଦ ଦେଲେ ସେହି ସମୟରେ କାଫି ମୋଟା ଥିଲା । ଏହା କାରଣରୁ ତାଙ୍କୁ ବହୁତ କଥା ଶୁଣିବାକୁ ପଡୁଥିଲା । ସେ ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ର ସାହାର ନେଇଥିଲେ । ତାଙ୍କୁ ଜିମ ଯିବାକୁ ପସନ୍ଦ ନଥିଲେ ମଧ୍ୟ ସେ ଜିମ୍ ରେ ଝାଳ ବୋହାଇବା ସହ ନିଜ ଖାଦ୍ୟପେୟରେ ମଧ୍ୟ କିିଛି ପରିବକର୍ତ୍ତନ କରିଛନ୍ତି । ସେହିପରି ନିଜକୁ ଫିଟ୍ ରଖିବା ପାଇଁ ସପ୍ତାହ ୨/୩ ଦିନ ୪୦ ଡିଗ୍ରୀ ଖରାରେ ଯୋଗ ମଧ୍ୟ କରିଥାନ୍ତି । ସେ କହିଛନ୍ତି ଯେ, ଯଦି କେହି ତାଙ୍କୁ ଆପଣ ଆଗ ଅପେକ୍ଷା ପତଳା ଦେଖାଉଛନ୍ତି ଓ ହଟ୍ ଲାଗୁଛନ୍ତି ବୋଲି କହନ୍ତି ତାଙ୍କୁ ବହୁତ ଆନନ୍ଦ ମିଳେ । ସେ କହିନ୍ତି ଏହି କମେଣ୍ଟ ହିଁ ମୋ ପାଇଁ ସର୍ବଶ୍ରେଷ୍ଠ କମେଣ୍ଟ ।

Loading...
  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...