Home ମନୋରଞ୍ଜନ ‘ଦ ହ୍ୱାଇଟ ଟାଇଗର’ ର ଫାଷ୍ଟ ଲୁକ ଜାରି

‘ଦ ହ୍ୱାଇଟ ଟାଇଗର’ ର ଫାଷ୍ଟ ଲୁକ ଜାରି

ମେଟ୍ରୋ ଟିଭି ବ୍ୟୁରୋ : ପ୍ରିୟଙ୍କା ଚୋପ୍ରା ବଲିଉଡ୍ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ମଧ୍ୟରୁ ଅନ୍ୟତମ । ତାଙ୍କୁ ଫ୍ୟାସନ୍ , ବରଫି , ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ବଳିଷ୍ଠ ଅଭିନୟ ଝଲକ ଦେଖିବାକୁ ମିଳିଛି । ସେହିପରି ଆଗକୁ ତାଙ୍କୁ ‘ଦ ହ୍ୱାଇଟ୍ ଟାଇଗର’ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରାଜକୁମାର ରାଓ ସ୍କ୍ରିନ୍ ସେୟାର କରିଛନ୍ତି । ଏହା ନେଟ୍‌ଫ୍ଲିକ୍ସ ପକ୍ଷରୁ ଏହାର ଫାଷ୍ଟ ଲୁକକୁ ଜାରି କରିଛନ୍ତି । ସେଥିରେ ପ୍ରିୟଙ୍କା ଓ ରାଜକୁମାରଙ୍କୁ ଭିନ୍ନ ଭିନ୍ନ ଫ୍ରେମ୍ ରେ ଦେଖିବାକୁ ମିଳୁଛି । ଅରବିନ୍ଦ ଆଗାଡିଙ୍କ ବୁକର ପୁରଷ୍କାରପ୍ରାପ୍ତ ଉପନ୍ୟାସ ‘ଦ ହ୍ୱାଇଟ୍ ଟାଇଗର’ ଉପରେ ଫିଲ୍ମଟି ପର୍ଯ୍ୟବେସିତ ହୋଇଛି । ଏହି ଫିଲ୍ମରେ ପ୍ରିୟଙ୍କା ଓ ରାଜକୁମାରଙ୍କ ସହ ଆଦର୍ଶ ଗୈାରବଙ୍କୁ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ରେ ଦେଖିବାକୁ ମିଳିବ । ରାମିନ ବହରାନି ଏହାର ନିର୍ଦ୍ଦେଶନାରେ ଅଛନ୍ତି ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...