Entertainment

ଫେକ୍‌ ଆକାଉଣ୍ଟ ଚଳାଉଛନ୍ତି ସାରା

  •  
  • 4
  •  
  •  
  •  
  •  
  •  
    4
    Shares

ବଲିଉଡ୍‌ରେ ଏବେ ଡେବ୍ୟୁ କରିବାକୁ ଯାଉଛନ୍ତି ଶୈଫ ଅଲ୍ଲିଙ୍କ ଝିଅ ସାରା ଅଲ୍ଲି ଖାଁ। ଫିଲ୍ମ ‘କେଦାରନାଥ’ରେ ଆସୁଛନ୍ତି ଏହି ନବାଗତା। ତାଙ୍କ ଅଭିନୟକୁ ନେଇ ଦର୍ଶକ ଉତ୍ସାହିତ ଥିବା ବେଳେ ଏବେ କିନ୍ତୁ ତାଙ୍କ ସୋସିଆଲ ମିଡିଆ କନେକସନ୍‌କୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏମିତି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ସାରା ଚଳାଉଛନ୍ତି ଏକ ଫେକ୍‌ ଆକାଉଣ୍ଟ। ଏକଥା ସେ ନିଜେ କହିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସେ ହଟ୍‌ ମଡେଲଙ୍କର ଫଟୋ ସବୁକୁ ଲାଇକ୍‌ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି। ତେବେ କେଉଁ ନାଁରେ ଅଛି ତାଙ୍କ ଫେକ୍‌ ଆକାଉଣ୍ଟ ସେ ବିଷୟରେ ସାରା କୌଣସି ସୂଚନା ଦେଇନାହାନ୍ତି।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...