Home ମନୋରଞ୍ଜନ ଚର୍ଚ୍ଚାରେ ପୂର୍ଣ୍ମଚ୍ଛେଦ ପକାଇଲେ ସାରା

ଚର୍ଚ୍ଚାରେ ପୂର୍ଣ୍ମଚ୍ଛେଦ ପକାଇଲେ ସାରା

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ଦିନରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି ସାରା । ପ୍ରଥମେ ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ’ର ହିରୋ କିଏ ହେବେ ତାହାକୁ ନେଇ ଚର୍ଚ୍ଚା । ସେ ଚର୍ଚ୍ଚା ଥମିଗଲା ପରେ ଫିଲ୍ମରେ ତାଙ୍କର ପ୍ରଦର୍ଶନକୁ ନେଇ ଚର୍ଚ୍ଚା । ଏହାପରେ କୋ- ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ସହ ତାଙ୍କର ଆଫେୟାର୍ସକୁ ନେଇ ଚର୍ଚ୍ଚା । ଏବେ ଆଉ ଜଣେ ସହ-କଳାକାର କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହିତ ସାରାଙ୍କର ରୋମାନ୍ସକୁ ନେଇ ବଲିଉଡ୍ ପଡ଼ୁଛି ଉଠୁଛି । ଦୁହେଁ ଦୁହିଁଙ୍କ ସହିତ କ୍ୱାଲିଟି ଟାଇମ୍ ବିତାଉଛନ୍ତି ବୋଲି ସବୁଠି ଚର୍ଚ୍ଚା ଶୁଣାଯାଉଛି । ମାତ୍ର ଉଭୟ ସାରା ଓ କାର୍ତ୍ତିକ ଏକାଧିକ ଥର କହିସାରିଲେଣି ଯେ ସେମାନେ ପରସ୍ପରକୁ ଡେଟିଂ କରୁଛନ୍ତି ବୋଲି ଯାହା ଚର୍ଚ୍ଚା ଚାଲିଛି, ଅସଲରେ ସେମିତି କିଛି ନାହିଁ । ଦୁହେଁ ‘ଲଭ୍ ଆଜ୍କଲ ୨’ରେ ଅଭିନୟ କରୁଛନ୍ତି । ନିକଟରେ ଦିଲ୍ଲୀରେ ଏହାର କିଛି ଅଂଶ ଶୁଟିଂ ହୋଇଛି । ଫିଲ୍ମ ୟୁନିଟ୍ ସହ ଜଡ଼ିତ କେହି ଜଣେ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛି । ତାହାକୁ ନେଇଏତେ ହୋହଲ୍ଲା ହେବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି ସାରା ଓ କାର୍ତ୍ତିକ । ‘କେଦାରନାଥ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ ସାରା । ଏହା ପରେ ‘ଶିମ୍ବା’ ଚଳଚ୍ଚିତ୍ରରେ ମଧ୍ୟ ସାରାଙ୍କ ଅଭିନୟକୁ ଢେର୍ ପସନ୍ଦ କରିଛନ୍ତି ଦର୍ଶକ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...