Entertainment

କାହିଁକି ଜୁହିଙ୍କୁ ବାହା ହେଲେନି ସଲମାନ

  •  
  • 107
  •  
  •  
  •  
  •  
  •  
    107
    Shares

କେବଳ ଅଭିନୟ ଜୀବନ ନୁହେଁ, ବାସ୍ତବ ଜୀବନ ପାଇଁ ଅନେକ ସମୟରେ ଆଲୋଚନାର ପରିସରଭୁକ୍ତ ହୋଇଛନ୍ତି ସଲମାନ ଖାଁ। କ୍ୟାରିୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନେକ ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡାଯାଇଛି। ନିଜ କ୍ୟାରିୟରର ପିକ୍‌ଅପ ସମୟରେ ତାଙ୍କର ଜୁହି ଚାଓ୍ବଲାଙ୍କ ସହ ଆଫେୟାର୍ସ ଚାଲିଥିଲା। ପୁଣି ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ଠିକ୍‌ ବେଳକୁ ସେଥିରେ କେଁ ପଶି ଯାଇଥିଲା। ସଲମାନଙ୍କ ସହ ବିବାହକୁ ଜୁହିଙ୍କ ବାପା ବିରୋଧ କରିଥିଲେ। ଶେଷକୁ ଏହି ପ୍ରେମ କାହାଣୀ ଅଧା ରହିଯାଇଥିଲା। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ଖୋଦ୍‌ ସଲମାନ ଏ ସମ୍ପର୍କରେ ସୂଚନା ଦେଇଥିଲେ। ‘ଘଟଣାଟି ସତ। ହେଲେ ଜୁହିଙ୍କ ବାପା ଆମେ ବିବାହ କରୁ-ଏଥିରେ ରାଜି ନ ଥିଲେ। ତେଣୁ ତାହାକୁ ନେଇ ଆମେ ଆଉ ଆଗ୍ରହ ଦେଖାଇ ନ ଥିଲୁ ବୋଲି କହିଥିଲେ ସଲମାନ୍‌।’

  •  
    107
    Shares
  •  
  • 107
  •  
  •  
  •  
  •  
Loading...

Join The Discussion

Loading...