Home ମନୋରଞ୍ଜନ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ କରୋନାରେ ଆକ୍ରାନ୍ତ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁ କରୋନାରେ ଆକ୍ରାନ୍ତ

ମେଟ୍ରୋ ଟିଭି ବ୍ୟୁରୋ : ବଲିଉଡର ପ୍ରଖ୍ୟାତ୍ କଣ୍ଠଶିଳ୍ପୀ ଓ ପ୍ଲେ ବ୍ୟାକ୍ ସିଙ୍ଗର କୁମାର ସାନୁ କରୋନାରେ ଆକ୍ରାନ୍ତ । ତାଙ୍କ ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଥିବା ନେଇ ଜଣାପଡିଛି । ଏନେଇ ମଧ୍ୟ କୁମାର ସାନୁ କରୋନା ହୋଇଥିବା ନେଇ ତାଙ୍କ ସୋସିଆଲ ମିଡିଆ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଥିଲେ । ୧୪ ଅକ୍ଟୋବରରେ କୁମାର ସାନୁ ଲସ୍ ଆଞ୍ଜେଲ ଯିବାର ଥିଲା । ସେଠାରେ ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ରହୁଛନ୍ତି । କରତୋନା ଯୋଗୁଁ ଏହି ପାଇଁ ସ୍ଥଗିତ ରଖାଯାଇଥିଲା । କୁମାର ସାନୁ ଆକ୍ରାନ୍ତ ହେବା ପରେ ବିଏମସି ତାଙ୍କ ବାସଭବନକୁ ସିଲ୍ କରି ସାନିଟାଇଜ୍ କରିଛି । ସେଥିରେ କୁହାଯାଇଥିଲା ଦୁର୍ଭାଗ୍ୟବଶତଃ ସାନୁଦାଙ୍କର ରିପୋର୍ଟ ପଜେଟିଭ୍ ଆସିଛି । ତାଙ୍କ ଆସୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରନ୍ତୁ । ଏଥି ସହ କୁମାର ସାନୁଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

ରାଜ୍ୟର ଖବର

ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ

ମେଟ୍ରୋ ଟିଭି ବ୍ୟୁରୋ : ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶି ତିଥୀରେ ଆଜି ଠାରୁ ଶ୍ରୀ ମନ୍ଦିରରେ କାର୍ତ୍ତିକ ରୀତି ଆରମ୍ଭ ହୋଇଛି । ସେହିପରି ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ...

ଆଜି ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ୧୨୭୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ପୁନଃଚ୍ଛେଦ୍ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଜି ୧୩ ଜଣ କରୋନା ଆକ୍ରାନ୍ତ ହୋଇ...

ପୁଣି ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ଆକ୍ରାନ୍ତ ; ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ପଜେଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଛି । https://twitter.com/IPR_Odisha/status/1320963638685884416?s=20 ତେବେ ସେମାନଙ୍କ ମଧ୍ୟରୁ...

ଦେଶ-ବିଦେଶ

ଚୀନ ସୈନିକଙ୍କୁ ଫେରାଇଲା ଭାରତ

ମେଟ୍ରୋ ଟିଭି ବ୍ୟୁରୋ : ପୂର୍ବ ଲଦାଖର ଡେମଚକଠାରେ ଗତ ୧୯ ତାରିଖରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଚାଲିଆସିଥିଲେ ଜଣେ ଚୀନ ସୈନିକ । ସୀମା ଭିତରକୁ ପଶି...

ପାଣିରେ ଚାଲିବ ମେଟ୍ରୋ ଟ୍ରେନ ; ୨୦ ମିନିଟ ସ୍ଥାନରେ ଲାଗିବ ୧ ମିନିଟ୍

ମେଟ୍ରୋ ଟିଭି ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ମାସରେ କୋଲକତା ଠାରେ ବିଶ୍ୱସ୍ତରୀୟ ସୁବିଦା ବାଲା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ...

ସଂନ୍ଧ୍ୟା ୬ଟାରେ ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ସଂନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...