Entertainment

୮ବର୍ଷରୁ ଏହି ନାୟକଙ୍କୁ “ଆଇ ଲଭ୍ ୟୁ’ କହିଥିଲେ ଶ୍ରଦ୍ଧା, ଜାଣନ୍ତୁ ସେ କିଏ ?

  •  
  • 118
  •  
  •  
  •  
  •  
  •  
    118
    Shares

କଥାରେ ଅଛି-ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି। ଦେଖୁନାହାନ୍ତି କହୁ କହୁ କେମିତି ମନ ଭିତରେ ଦୀର୍ଘ ବର୍ଷ ଧରି ଲୁଚି ରହିଥିବା କଥାକୁ ଓକାଳି ପକାଇଲେ। ସେଥିରେ ଲୁଚି ରହିଥିଲା ତାଙ୍କର ପ୍ରେମ କାହାଣୀ। ସେ କିଏ ଜାଣନ୍ତି ? ଶ୍ରଦ୍ଧା କପୁର। ପିଲାଦିନୁ ସେ ବରୁଣ ଧାଓ୍ବନଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ। ନିକଟରେ ନିଜ କ୍ୟାରିୟର ବିଷୟରେ ଆଲୋଚନା କରିବା ସମୟରେ ସେ କହିଲେ, ବରୁଣ ଧାଓ୍ବନଙ୍କ ସହ ‘ଏବିସିଡି-୨’ ରେ ମୋ କେମେଷ୍ଟ୍ରି ବେଶ୍‌ ଜମିଛି। ପିଲାଦିନରୁ ମୁଁ ତାଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଥିଲି। ମୋତେ ସେତେବେଳେ ମାତ୍ର ୮ବର୍ଷ ବୟସ ହୋଇଥାଏ। ଥରେ ମୁଁ ବରୁଣଙ୍କୁ କହିଲି-ୟୁ..ଲଭ୍‌। ଏକଥା ଶୁଣି ସେ କ’ଣ ବୁଝିଲେ କେଜାଣି ‘ନୋ କହି ଦୌଡ଼ି ପଳାଇଥିଲେ। କିଛିଦିନ ପୂର୍ବରୁ ଏକ ଗୀତର ଶୁଟିଂ ସମୟରେ ଏହି କଥାକୁ ମୁଁ ବରୁଣଙ୍କୁ କହିଥିଲି ଆଉ ସେ ତାହା ଶୁଣି ହସି ହସି ଗଡ଼ିଯାଇଥିଲେ।’

Loading...
  •  
    118
    Shares
  •  
  • 118
  •  
  •  
  •  
  •  
Loading...

Join The Discussion

Loading...