Home ମନୋରଞ୍ଜନ ‘ଲାଲ ସିଂହ ଚଢ୍‌ଢା’ ର ସୁଟିଂ ଶେଷ କଲେ କରୀନା କପୁର

‘ଲାଲ ସିଂହ ଚଢ୍‌ଢା’ ର ସୁଟିଂ ଶେଷ କଲେ କରୀନା କପୁର

ମେଟ୍ରୋ ଟିଭି ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ଅପକମିଙ୍ଗ୍ ଫିଲ୍ମ ଲାଲ୍ ସିଂହ ଚଢ୍‌ଢା ର ସୁଟିଂ ଶେଷ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ସେଥିରେ ତାଙ୍କ ସହ ଅମିର ଖାନଙ୍କୁ ଦେଖିବାକୁ ମିଳିଛି । ଯାହାକି ସେମାନେ ଏକ ଚାଷ ଜମିରେ ବସିବସକୁ ଦେଖିବାକୁ ମିଳିଛି । ସେ ଫଟୋ ସହ କ୍ୟାପସନ ଲେଖିଛନ୍ତି କି ସବୁ ଯାତ୍ରାର ଅନ୍ତ ଥାଏ । କିନ୍‌ୁ ମୁ ଆଜି ମୋର ଆଗାମୀ ଫିଲ୍ମ ଲାଲ ସିଂହ ଚଢ୍‌ଢାର ସୁଟିଂ ଶେଷ କରିଛି । ଏହି ସମୟ ମୋ ପାଇଁ କଷ୍ଟ ଦାୟକ ଓ ମହାମାରୀ .. ଏବଂ ଗର୍ଭବସ୍ଥା .. ଦୁର୍ବଳତା ମଧ୍ୟ କିନ୍ତୁ ନିଷ୍ଠା ସହ ଆମେ ଏହି ସୁଟିଂ ଶେଷ କରିଛୁ । ଏଥିପାଇଁ ଅମିର ଖାନ ଓ ଅଦୈତ୍ ଚନ୍ଦନଙ୍କୁ ଧନ୍ୟବାଦ । ଏହି ଫିଲ୍ମଟି ୧୯୯୪ ମସିହାରେ ରିଲିଜ ହୋଇଥିବା ଆମେରିକୀୟ ଫିଲ୍ମ ଫରେଷ୍ଟ ଗମ୍ଫର ହିନ୍ଦୀ ରିମେକ ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...