Entertainment

ବାହାଘର କାର୍ଡ ସୋସିଆଲ ମିଡିଆରେ ସେୟାର କଲେ କପିଲ ଶର୍ମା

  •  
  • 23
  •  
  •  
  •  
  •  
  •  
    23
    Shares

କମେଡି କିଙ୍ଗ କପିଳ ଶର୍ମା  ନିଜର ଇଷ୍ଟଗ୍ରାମ୍ ଆକାଉଣ୍ଟରେ ନିଜର ବିବାହ କାର୍ଡ ପୋଷ୍ଟ କରିଛନ୍ତି । ଏଥିରେ ସେ ପ୍ରେମିକା ଗିନ୍ନୀଙ୍କ ସହ ବିବାହ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ମାତାପିତାଙ୍କ ଆଶର୍ବାଦରୁ ଗିନ୍ନୀଙ୍କ ସହ ୧୨ ଡିସେମ୍ବରରୁ ନୂଆ ଯାତ୍ରା ଆରମ୍ଭ କରିବୁ । ଆପଣଙ୍କ ଭଲପାଇବା ଓ ଏହି ଯାତ୍ରାରେ ଆମ ସାଥୀରେ ଥିବାରୁ ଆମେ ଦୁହେଁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କପିଳଙ୍କ ବିବାହ ତାରିଖ ଘୋଷଣା ହେବା ପରେ ତାଙ୍କୁ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଛନ୍ତି । ରିପୋର୍ଟ ମୁତାବକ କପିଳ ଶର୍ମାଙ୍କ ସୋ’ର ନୂଆ ସିଜିନର ଦୀପାବଳିଠାରୁ ଆରମ୍ଭ ହେବାକୁ ଥିଲା କିନ୍ତୁ ବିବାହ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାିଛି ।

  •  
    23
    Shares
  •  
  • 23
  •  
  •  
  •  
  •  
Loading...

Join The Discussion

Loading...