Entertainment

ଡାର୍କ କମେଡି ଫିଲ୍ମରେ ନଜର ଆସିବେ କରୀନା

  •  
  • 5
  •  
  •  
  •  
  •  
  •  
    5
    Shares

ବଲିଉଡ୍ ଅଭିନେତ୍ରୀ କରିନା କପୁର୍ ଖାନ୍ ‘ଗୁୂଡ୍ ନୁୂ୍ୟଜ୍’ ଏବଂ ‘ତଖ୍ତ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇଟି ଫିଲ୍ମ ସମ୍ପର୍କରେ ବହୁ ଆଗରୁ ଘୋଷଣା ସରିଛି । କିନ୍ତୁ ଏବେ ଖବର ମିଳିଛି କରିନା ଖୁବ୍ଶୀଘ୍ର ଏକ ଡାର୍କ କମେଡି ଫିଲ୍ମରେ ନଜର୍ ଆସିବେ । ଯଦି ସବୁକିଛି ଠିକ୍ ଚାଲେ, ତେବେ ‘ବୀରେ ଦି ୱେଡିଙ୍ଗ୍’ ପରେ କରିନା ପୁଣି ଥରେ ବଡ଼ ପର୍ଦ୍ଦାରେ କମେଡିର ତଡ୍କା ନେଇ ଦର୍ଶକଙ୍କ ସମ୍ମୁଖରେ ହାଜର୍ ହେବେ । ମିଳିଥିବା ସୂଚନା ଅନୁସାରେ, ଫିଲ୍ମଟି ମହିଳା କେନ୍ଦ୍ରିତ କମେଡି ଫିଲ୍ମ । ଫିଲ୍ମର ପୃଷ୍ଠଭୂମି ଉତ୍ତରପ୍ରଦେଶର ଏକ ଛୋଟିଆ ସହର ଉପରେ ଆଧାରିତ । ତେବେ ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...