Entertainment

ମା’ ହେବେ ଅନୁଷ୍କା !

  •  
  • 16
  •  
  •  
  •  
  •  
  •  
    16
    Shares

ବଲିଉଡର ହିଟ୍‌ ଯୋଡି ବିରୁଷ୍କା ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ଗୁଡ୍‌ ନ୍ୟୁଜ ଦେବେ ବୋଲି ଆଲୋଚନା ହେଉଛି। ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହକୁ ପାଖାପାଖି ଏକ ବର୍ଷ ପୂରଣ ହୋଇଥିବା ବେଳେ କେବେ ଅନୁଷ୍କା ମା’ ହେବେ ତାକୁ ହିଁ ଅପେକ୍ଷା ରଖିଥିଲେ ତାଙ୍କ ପ୍ରଶଂସକ। ଏବେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖି ଆଲୋଚନା ହେଉଛି ଅନୁଷ୍କା ଖୁବ୍‌ଶୀଘ୍ର ମା’ ହେବେ। ହେଲେ ବିରୁଷ୍କାଙ୍କ ପକ୍ଷରୁ ଏମିତି କୌଣସି ଘୋଷଣା କରାଯାଇ ନାହିଁ। ତେବେ ନିକଟରେ ଅନୁଷ୍କା ତାଙ୍କ ଅଭିନୀତ ଫିଲ୍ମ ‘ସୁଇ ଧାଗା’ର ପ୍ରମୋଶନ ପାଇଁ ସମୟ ନ ଦେଇ ଦେହ ଖରାପ ଥିବା କହିଥିଲେ। ଏବେ ଏମିତି ଫଟୋ ଦେଖିବା ପରେ ତାଙ୍କ ଗର୍ଭଧାରଣକୁ ନେଇ ଆଲୋଚନା ହେଉଛି।

Loading...
  •  
    16
    Shares
  •  
  • 16
  •  
  •  
  •  
  •  
Loading...

Join The Discussion

Loading...