Entertainment

ସଲମାନଙ୍କ ଏହି ନାୟିକା ୪୦ ବର୍ଷରେ ହେଲେ ତୃତୀୟ ସନ୍ତାନର ଜନନୀ

  •  
  •  
  •  
  •  
  •  
  •  
  •  

ଫିଲ୍ମ “ଜୁଡୱା’ର ସଲମାନଙ୍କ ସହ ନଜର ଆସିଥିବା ୪୦ ବର୍ଷୀୟ ଅଭିନେତ୍ରୀ ରମ୍ଭା ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି । ଏହି ଖବର ରମ୍ଭା ପତି ଇନ୍ଦ୍ରାଣ ସୋସିଆଲ ସାଇଟରେ ଜଣାଇଛନ୍ତି ।

Loading...

ଖବର ଅନୁସାରେ ୨୩ ସେପ୍ଟେମ୍ବରରେ ଟୋରଣ୍ଟୋର ମାଉଣ୍ଟ ସିନାଇଁ ହସ୍ପିଟାଲରେ ରମ୍ଭା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ଠାକ୍ ଥିବା ଜଣାପଡିଛି । ଫିଲ୍ମରୁ ଦୂରେଇ ରହିବା ପରେ ରମ୍ଭା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...