Home ମନୋରଞ୍ଜନ ରାକ୍ଷୀ ସାୱତ ଆଣିଲେ ଅସଦାଚରଣ ଅଭିଯୋଗ

ରାକ୍ଷୀ ସାୱତ ଆଣିଲେ ଅସଦାଚରଣ ଅଭିଯୋଗ

ଆଇଟମ ଗାର୍ଲ ତଥା ହଟ୍ ଅଭିନେତ୍ରୀ ରାକ୍ଷୀ ସାୱତ ନିଜର ଚାଲିଚଳଣୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁନ୍ତି । ଏବେ ତାଙ୍କ ସହ ଏମିତି ଏକ ଘଟଣା ଘଟିଛି ସେ ବହୁତ ରାଗି ଯାଇଛନ୍ତି । ରାକ୍ଷୀଙ୍କ ଅଭିଯୋଗ ଯେ, ସେ ଅସଦାଚରଣ ଶିକାର ହୋଇଛନ୍ତି । ରେସଲିଂର ଏକ ପ୍ରମୋସନ ପାଇଁ ରାକ୍ଷୀ ଲୁଧିଆନାରେ ପହଞ୍ଚିଥିଲେ । ଏହି ଅବସରରେ ରାକ୍ଷୀଙ୍କ ସହ ଗ୍ରେଟ୍ ଖଲୀ ନିଜର ଜିପରେ ରୋଡ ସୋ’ କରୁଥିଲେ । ସେତେବେଳେ କିଛି ଯୁବକ ଗାଡି ଉପରକୁ ଚଢି ତାଙ୍କ ସହ ଅଶ୍ଳିଳ ବ୍ୟବହାର କରିଛନ୍ତି । ରାକ୍ଷୀ କହିଛନ୍ତି ଯେ, ସେ ଜିପରେ ଥିଲେ । ଚୌଡା ବାଜାରରେ ରୋଡ ସୋ’ ଅବସରରେ କେତେକ ଯୁବକ ଜିପ ଉପରକୁ ଚଢିଥିଲେ ଓ ଖରାପ କାମ କରିଥିଲେ । ସେ ଯେତେବେଳେ ତାଙ୍କୁ ବିରୋଧ କରିଥିଲେ ସେତେବେଳି ଯୁବକମାନେ ଜିପରୁ ଓହ୍ଲାଇ କୁଆଡେ ଚାଲିଯାଇଥିଲେ । ଏହି ଘଟଣା ପରେ ରାକ୍ଷୀ କାନ୍ଦିଥିଲେ ଓ କହିଥିଲେ ଆଉ କେବେ ପଞ୍ଜାବ ଆସିବି ନାହିଁ । ଏମିତି କରି ଯୁବକମାନେ ମୋର ମନରେ ଥିବା ପଞ୍ଜାବ ପ୍ରତି ଭଲ ପାଇବା ଥିଲା ତାହା କମିଯାଇଛି । ଏହି ଘଟଣା ପରେ ପୁଣି ଥରେ ମୋତେ ମିକା ସିଂହଙ୍କ କଥା ମନେ ପଡିଯାଇଥିଲା । ହୋଇପାରେ ତାଙ୍କ ପରି କେହି ଜଣେ ବ୍ୟକ୍ତି ଯିଏ ଏତେ ଦ୍ରୁତ ଗତିରେ ଦୌଡି ପଳାଇଥିଲେ । ଯଦି ସେ ରହିଥାନ୍ତା ତେବେ ମୁଁ ତାଙ୍କୁ ଉଚିତ୍ ଶିକ୍ଷା ଦେଇଥାନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...