Entertainment

ଭାଇରାଲ ହେଉଛି ନିକ୍‌-ପ୍ରିୟଙ୍କା ଡଲ୍‌

  •  
  • 6
  •  
  •  
  •  
  •  
  •  
    6
    Shares

ଏବେ ଇଣ୍ଟରନେଟ୍‌ରେ ନିକ୍‌ ଜୋନସ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଡଲ୍‌ ଭାଇରାଲ ହେବାରେ ଲାଗିଛି। ପତ୍ନୀପତି ଭଳି ଦେଖାଯାଉଛି ଏହି ଡଲ୍‌। ହେଲେ ଏହାକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ ଏହାକୁ ବିନା କାରଣରେ ପ୍ରିୟଙ୍କା ଓ ନିକ୍‌ଙ୍କୁ ପ୍ରମୋଟ କରାଯାଉଛି ବୋଲି କହୁଛନ୍ତି ତ ପୁଣି କିଏ ଏହାକୁ ବହୁତ୍‌ ତାରଫ୍‌ କରିଛନ୍ତି। ଆଉ କିଏ ପଚାରୁଛନ୍ତି ଏହି ଡଲ୍‌ କେଉଁଠି ମିଳୁଛି। ଧିରେ ଧିରେ ଏମିତି ଏକ ଫଟୋ ଭାଇରାଲ ହେବାରୁ ଏହି ଯୋଡିଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡୁଛନ୍ତି। କିଛିଦିନତଳେ ଶୈଫିନାଙ୍କ ପୁଅ ତୈମୁରଙ୍କ ଡଲ୍‌ ମଧ୍ୟ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...