Entertainment

ଟିକେଟ୍ ବିକ୍ରି କାମ କରିଛନ୍ତି ଏହି ବଲିଉଡ ଅଭିନେତ୍ରୀ

  •  
  • 5
  •  
  •  
  •  
  •  
  •  
    5
    Shares

୩୩ ବର୍ଷୀୟା ଆହାନା କମରା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ୍ ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ରେ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି । ଏ ପର୍ଯ୍ୟନ୍ତ ବିଭିନ୍ନ ଫିଲ୍ମରେ ନିଜର ଦମ୍ଦାର୍ ଅଭିନୟ ପାଇଁ ଦର୍ଶକଙ୍କଠୁ ପ୍ରଶଂସା ସାଉଣ୍ଟୁଥିବା ଆହାନା ଥିଏଟର୍ ସହ ଗଭୀର ଭାବେ ଜଡ଼ିତ । ତାଙ୍କ ଦକ୍ଷ ଅଭିନୟ ପଛର ପ୍ରକୃତ ରହସ୍ୟ କେଉଁଠି ନା କେଉଁଠି ରଙ୍ଗମଞ୍ଚ ସହ ଜଡ଼ିତ ଥିବା ଅନୁମାନ କରାଯାଉଛି । କାରଣ ସେ ନାଟକରେ ବେଶ୍ ସକ୍ରିୟ ଥାନ୍ତି । ଦକ୍ଷ କଳାକାର ନସୀରୁଦ୍ଦିନ୍ ଶାହ ତଥା ରତ୍ନା ପାଠକ ଶାହଙ୍କ ଛାତ୍ରୀ ଥିଲେ ସେ । ସବୁଠୁ ଖାସ୍ କଥା ହେଉଛି, ରଙ୍ଗମଞ୍ଚରେ ସେ ବିଭିନ୍ନ ଅବତାରରେ ନିଜକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ । ତା’ସହ ବ୍ୟାକ୍ ଷ୍ଟେଜ୍ ହେଲ୍ପର୍ ଭାବେ ମଧ୍ୟ କାମ କରିବାଠୁ ନେଇ ଟିକେଟ୍ ବି ବିକ୍ରି କରିଛନ୍ତି । ରଙ୍ଗମଞ୍ଚର ଅଭିନୟ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଦୃଢ଼ ହୋଇ ଛିଡ଼ା ହେବାକୁ ୩୩ ବର୍ଷୀୟା ଆହାନା କମରା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ୍ ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ରେ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି । ଏ ପର୍ଯ୍ୟନ୍ତ ବିଭିନ୍ନ ଫିଲ୍ମରେ ନିଜର ଦମ୍ଦାର୍ ଅଭିନୟ ପାଇଁ ଦର୍ଶକଙ୍କଠୁ ପ୍ରଶଂସା ସାଉଣ୍ଟୁଥିବା ଆହାନା ଥିଏଟର୍ ସହ ଗଭୀର ଭାବେ ଜଡ଼ିତ । ତାଙ୍କ ଦକ୍ଷ ଅଭିନୟ ପଛର ପ୍ରକୃତ ରହସ୍ୟ କେଉଁଠି ନା କେଉଁଠି ରଙ୍ଗମଞ୍ଚ ସହ ଜଡ଼ିତ ଥିବା ଅନୁମାନ କରାଯାଉଛି । କାରଣ ସେ ନାଟକରେ ବେଶ୍ ସକ୍ରିୟ ଥାନ୍ତି । ଦକ୍ଷ କଳାକାର ନସୀରୁଦ୍ଦିନ୍ ଶାହ ତଥା ରତ୍ନା ପାଠକ ଶାହଙ୍କ ଛାତ୍ରୀ ଥିଲେ ସେ ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...