Entertainment

ବିବାହ ପ୍ରସ୍ତୁତି ପାଇଁ ଯୋଧପୁର ଅଭିମୁଖେ ପ୍ରିୟଙ୍କା

  •  
  • 13
  •  
  •  
  •  
  •  
  •  
    13
    Shares

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରା ରାଜସ୍ଥାାନ ଗସ୍ତ କରିଛନ୍ତି। ଗୁରୁବାର ସକାଳୁ ସେ ତାଙ୍କ ଭାବି ପତି ନିକ୍ ଜୋନସ୍‌ଙ୍କ ସହ ମିଶି ରାଜସ୍ଥାାନର ଯୋଧପୁର ଗସ୍ତ କରିଛନ୍ତି। ଆସନ୍ତା ଡିସେମ୍ବର ୨ରେ ଯୋଧପୁର ପ୍ୟାଲେସରେ ଏହି ଯୋଡିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ସେ ସେଠାରେ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିବେ। ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟେ କୁଆଡେ ପ୍ୟାଲେସ ମଧ୍ୟକୁ ହେଲିକପ୍ଟର ଯୋଗେ ପ୍ରବେଶ କରିବେ ବୋଲି ଶୁଣାଯାଉଛି। ପ୍ରିୟଙ୍କାଙ୍କ ବିବାହକୁ ନେଇ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।

  •  
    13
    Shares
  •  
  • 13
  •  
  •  
  •  
  •  
Loading...

Join The Discussion

Loading...