Entertainment

ଏମିତି ଏକ ପୋଷ୍ଟ କରି ସେଲିବ୍ରିଟିଙ୍କୁ ଚ୍ୟାଲେଞ୍ଜ ଦେଲେ ଅନିଲ

  •  
  • 3
  •  
  •  
  •  
  •  
  •  
    3
    Shares

ବଲିଉଡର ଏଭରଗ୍ରୀନ୍‌ ନାୟକ ଅନିଲ କପୁର ଏବେ ସେଲିବ୍ରିଟିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏବେ ଅନିଲ କପୁର ତାଙ୍କ ଅପକମିଙ୍ଗ ଫିଲ୍ମ ‘ଏକ ଲଡ୍‌କି କୋ ଦେଖା ତୋ ଐଶା ଲଗା’ ପାଇଁ ଏକ ହ୍ୟାଶଟ୍ୟାଗ ଚଳାଉଛନ୍ତି। ଯେଉଁଥିରେ ସେଲିବ୍ରିଟିମାନେ ସେମାନଙ୍କ ଲେଡି ଲଭ୍‌ ସହ ଫଟୋ ଶେୟାର କରୁଛନ୍ତି। ନିଜେ ଅନିଲ କପୁର ତାଙ୍କ ପତ୍ନୀ ସୁନିତା କପୁରଙ୍କ ସହ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯାହା ସମସ୍ତଙ୍କୁ ପସନ୍ଦ ଆସିଛି। ଏହାସହ ଅନିଲ ଲେଖିଛନ୍ତି ଏ ହେଉଛନ୍ତି ମୋ ଲାଇଫ୍‌ ଲାଇନ୍‌। ଆପଣ ବି ଆପଣଙ୍କ ସ୍ପେଶାଲ ଓମେନ ସହ ଫଟୋ ଶେୟାର କରନ୍ତୁ ବୋଲି ଉକ୍ତ ପୋଷ୍ଟରେ ଅନିଲ ଲେଖିଛନ୍ତି। ଏଥିରେ ସେ ରାଜ କୁମାର ରାଓ, ରିତେଶ ଦେଶମୁଖ, ଅର୍ଜୁନ କପୁର, ବରୁଣ ଧଓ୍ବନ ଆଦିଙ୍କୁ ଟ୍ୟାଗ କରିଛନ୍ତି।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...