Entertainment

୩୩ବର୍ଷରେ ପଦାର୍ପଣ କଲେ ଜାହିରଙ୍କ ପତ୍ନୀ ସାଗରିକା

  •  
  • 10
  •  
  •  
  •  
  •  
  •  
    10
    Shares

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ତେବେ ଫିଲ୍ମ ରଶ୍‌ରେ ଲଭର ବୟ ଅଭିନେତା ଇମ୍ରାନ୍‌ ହାସିମ୍‌ଙ୍କ ସହିତ ଦୀର୍ଘ ସମୟର କିସିଂ ସିନ୍‌ ସାଗରିକାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏହାପରେ କ୍ରିକେଟର ଜାହିର ଖାଁଙ୍କ ସହିତ ସେ ଦେଢ଼ବର୍ଷ ଡେଟିଂ କରିବା ପରେ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାଗରିକା ଜଣେ ଭଲ ହକି ଖେଳାଳି ଭାବେ ବେଶ୍‌ ଜଣାଶୁଣା।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...