Entertainment

ଏହି ଭାଗ୍ୟଶାଳୀ ଯୁବତୀ ସାଜିବେ ବରୁଣଙ୍କ ଧର୍ମପତ୍ନୀ, ଜାଣନ୍ତୁ ସେ କିଏ ?

  •  
  • 3
  •  
  •  
  •  
  •  
  •  
    3
    Shares

ନିର୍ଦ୍ଦେଶକ ଡେଭିଡ୍‌ ଧାଓ୍ବନଙ୍କ ପୁଅ ବରୁଣ ବଲିଉଡ୍‌ରେ ଏଣ୍ଟ୍ରି କରିସାରିଛନ୍ତି। ଏବେ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। କାରଣ ସେ ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ଅର୍ଥାତ୍‌, ପ୍ରେମିକା ନତାଶା ଦଲାଲଙ୍କୁ ସେ ଧର୍ମପତ୍ନୀ ଭାବରେ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଛି। ସେପଟେ ସେହି ସରପ୍ରାଇଜ ଡେଟ୍‌କୁ ଅପେକ୍ଷା ଯେଉଁଦିନ ଦୁହେଁ ସତସତିକା ବର-କନ୍ୟା ସାଜିବେ। ଯଦିଓ ଏହି ଡେଟ୍‌କୁ ନେଇ ବରୁଣ ଦିନ ଗଡେଇ ଚାଲିଛନ୍ତି ହେଲେ ସେହି ଶୁଭ ଦିନ ଖୁବ୍‌ଶୀଘ୍ର ଆସିବ ବୋଲି ତାଙ୍କର ଜଣେ ସାଙ୍ଗ ସୋସିଆଲ ମିଡିଆରେ ମେସେଜ ପୋଷ୍ଟ କରିଛନ୍ତି। ସ୍କୁଲ କ୍ୟାରିୟରରୁ ନତାଶାଙ୍କ ପ୍ରେମରେ ପଡିଥିଲେ ବରୁଣ। ତେବେ ଦୁହେଁ କେବେ ଘର ସଂସାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...