Home ଦେଶ-ବିଦେଶ

ଦେଶ-ବିଦେଶ

ବିଶ୍ୱରେ ଭାରତର ମଥାକୁ ଉଚ୍ଚରେ ରଖିବା ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଶ୍ୱରେ ଭାରତର ମଥାକୁ ଉଚ୍ଚରେ ରଖିବା ଆମର ଲକ୍ଷ୍ୟ । ଆମେ ଦେଶରେ ସାମାଜିକ ବ୍ୟବସ୍ଥାର ନ୍ୟାୟକୁ ଆଗକୁ ନେବା ପାଇଁ କାମ କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି...

ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ପୁଲିସମାନଙ୍କୁ ପୁଲିସ ପଦକ ପ୍ରଦାନ ପାଇଁ ନାମ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ...

ରାଜସ୍ଥାନ ନିର୍ବାଚନରେ କଂଗେସକୁ ମିଳିବ ବହୁମତ : ସର୍ଭେ

ଜୟପୁର : ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏବେଠାରୁ କେଉଁ ଦଳକୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସର୍ଭେ କରିଛନ୍ତି ।...

ବର୍ଷା ଓ ବନ୍ୟାରେ ଦେଶର ୭ଟି ରାଜ୍ୟରେ ବିପୁଳ କ୍ଷୟକ୍ଷତି

ନୂଆଦିଲ୍ଲୀ: ଚଳିତ ବର୍ଷ ସମଗ୍ର ଦେଶରେ ତାଣ୍ଡବ ରଚିଛି ମୌସୁମୀ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି ସୁଦ୍ଧା ମୌସୁମୀ ବର୍ଷା ଓ ତଦ୍‌ଜନିତ ସୃଷ୍ଟ ବନ୍ୟା କାରଣରୁ...

ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ତଥା ସିପିଏମ୍‍ ବରିଷ୍ଠ ନେତା ସୋମନାଥ ଚାଟର୍ଜୀ ଆଉ ଇହଧାମରେ ନାହାନ୍ତି । କୋଲକତାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୮୯...

ଆଲୋକମାଳାରେ ଝଲସୁଛି ଲାଲକିଲ୍ଲା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଉତ୍ସବ ପାଇଁ ରାଜଧାନୀ ନୂଆଦିଲ୍ଲୀରେ ଧୂମ୍ଧାମରେ ପ୍ରସ୍ତୁତି ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯେଉଁସ୍ଥାନରେ ପ୍ୟାରେଡ ଓ ଉଦ୍ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାହାକୁ...

ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ

ନୂଆଦିଲ୍ଲୀ: ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ। ଏଟିଏମ ମେସିନରେ ବି ଚାଲିବ ନାହିଁ ଏହି ଏଟିଏମ କାର୍ଡ। ଆଜ୍ଞା ହଁ ! ଆପଣ ଠିକ୍‌ ପଢୁଛନ୍ତି। ଭାରତର ସବୁଠାରୁ...

ଭେଣ୍ଟିଲେଟର୍‌ରେ ସୋମନାଥ ଚାଟାର୍ଜୀ

କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ତଥା ସିପିଆଇ(ଏମ୍‌)ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଦକ୍ଷିଣ କୋଲକାତାର ଏକ ନର୍ସିଂହୋମ୍‌ରେ ସେ ଭେଣ୍ଟିଲେଟରରେ ଅଛନ୍ତି। ନର୍ସିଂହୋମ ସୂତ୍ରରୁ ଜଣାପଡ଼ିଛି...