Home ଦେଶ-ବିଦେଶ

ଦେଶ-ବିଦେଶ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଦେଶରେ ମିଳିବ ସମସ୍ତଙ୍କୁ ମାଗଣାରେ କରୋନା ଟିକା

ମେଟ୍ରୋ ଟିଭି ବ୍ୟୁରୋ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ଜେଟ୍‌ର ବିମାନେସବା ଆରମ୍ଭ

ମେଟ୍େରା ଟିଭି ବ୍ୟୁରୋ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସ୍ପାଇସ୍‌ଜେଟ୍‌ବିମାନ ସେବା ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ମେଟ୍ରୋ ଟିଭି ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା...

ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍

ମେଟ୍ରୋ ଟିଭି ବ୍ୟୁରୋ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍‌ଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡ. ଏନ.ଏସ୍‌. ବିସ୍ତଙ୍କ ସୂଚନା ଅନୂଯାୟୀ ତାଙ୍କ...

ଦେଶରେ ଗଡିଲା ଚାଳକବିହୀନ ମେଟ୍ରୋ ଟ୍ରେନ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ଦେଶରେ ଗଡିବ ଡ୍ରାଇଭରବିହୀନ ମେଟ୍ରୋ ଟ୍ରେନ୍ । ସୋମବାର ଅର୍ଥାତ୍ ଆଜିଠାରୁ ଦେଶରେ ଡ୍ରାଇଭର ବିହୀନ ମେଟ୍ରୋ ଟ୍ରେନ ସେବାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆସନ୍ତା ୩୧ ତାରିଖରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବ ; ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମେଟ୍ରୋ ଟିଭି ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । ନୂଆବର୍ଷ ପୂର୍ବରୁ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେନେଇ ତାରିଖ ଆସିବ । ୨୦୨୧-ସିବିଏସଇ ବୋର୍ଡ...

୨୧ ବର୍ଷିୟା ଆର୍ଯ୍ୟା ରାଜେନ୍ଦ୍ରନ ହୋଇପାରନ୍ତି ଦେଶର ସର୍ବକନିଷ୍ଠ ମେୟର

ମେଟ୍ରୋ ଟିଭି ବ୍ୟୁରୋ : ମାତ୍ର ୨୧ ବର୍ଷ ବୟସରେ ହୋଇପାରନ୍ତି ଭାରତର ସର୍ବକନିଷ୍ଠ ମେୟର। ସର୍ବକନିଷ୍ଠ ମେୟରଙ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଚାଲିଛି। କେରଳରେ ଚାଲିଥିବା ନଗର ନିଗମ ନିର୍ବାଚନ...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଜୟନ୍ତୀ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଦିବସ । ଅଟଳଜୀ କେବଳ ଏକ ରାଜନେତା ନ ଥିଲେ, ସେ ଥିଲେ ଭାରତୀୟ ରାଷ୍ଟ୍ରନୀତି...