Business

ବନ୍ଦ ହେବ ଗୁଗୁଲ ପ୍ଲସ୍‌

  •  
  •  
  •  
  •  
  •  
  •  
  •  

ସାନ ଫ୍ରାନ୍ସିସ୍‌କୋ: ଗୁଗୁଲ ପ୍ଲସ୍‌ ସୋସିଆଲ ନେଟଓ୍ବାର୍କିଂ ସାଇଟ୍‌କୁ ବନ୍ଦ କରିବା ପାଇଁ ଗୁଗୁଲ ଘୋଷଣା କରିଛି। ଏହି ସାଇଟ୍‌ରେ ବଗ୍‌ ଥିବାର ୟୁଜର୍ସଙ୍କ ଡାଟା ହ୍ୟାକ୍‌ ହେଉଥିବାର ଆଶଙ୍କା କରାଯାଇଥିଲା ବୋଲି ଗୁଗୁଲ ପ୍ରକାଶ କରିଛି। ତେବେ ଇତିମଧ୍ୟରେ କୌଣସି ୟୁଜର୍ସଙ୍କ ତଥ୍ୟର ଦୂରୋପଯୋଗ କରାଯାଇଥିବାର ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ, ସାଇଟ୍‌ରେ ଥିବା ବଗ୍‌କୁ ଗତ ମାର୍ଚ୍ଚ ମାସରେ ବାହାର କରାଯାଇ ଆବଶ୍ୟକ ମରାମତି କରାଯାଇଥିଲା। ଫେସବୁକ୍‌ର ମୁକାବିଲା ଲାଗି ଏହାକୁ ତିଆରି କରାଯାଇଥିଲା।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...