Author: sangram

ଯେଉଁଠି କିଛି ସମୟ ପାଇଁ ପରପୁରୁଷଙ୍କ ନିକଟରେ ନିଜ ସ୍ତ୍ରୀକୁ ବିକନ୍ତି

ମଧ୍ୟପ୍ରଦେଶର ଶିବପୁରିରେ ‘ଧଡିଚା’ ନାମକ ଏକ ପ୍ରଥା ଏବେବି ପ୍ରଚଳିତ ଅଛି। ଏହି ପ୍ରଥା ଅନୁଯାୟୀ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଟଙ୍କା ବିନିମୟରେ …

ସାଧୁଙ୍କ ପାଇଁ ପେନସନ୍ ଘୋଷଣା କଲେ ୟୁପି ସରକାର

ଲକ୍ଷେ୍ନା÷÷: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ଶାସିତ ସରକାରମାନେ ଲୋଭନୀୟ ପ୍ରତ୍ସାହନ ଓ ଯୋଜନା ଘୋଷଣା ଆରମ୍ଭ କରିଦେଇଛନ୍ତି । ଉତ୍ତରପ୍ରଦେଶ …

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ  : ସୋମବାର ପୌଷପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋବାଭିଷେକ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ବିଭୂଷିତ …

କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚାପେଲ, କହିଲେ ଏପରି କଥା

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ ବିରାଟଙ୍କ କୋହଲିଙ୍କ ଖେଳରେ ଶତମୁଖ ହୋଇ ଉଠିଛନ୍ତି। ସେ କୋହଲିଙ୍କ ଖୁବ୍ ପ୍ରଶଂସା କରି କହିଛନ୍ତି …

ପ୍ରତିଦିନ ଗୋଟେ ଅଣ୍ଡା ଖାଇ ମଧୁମେହ ରୋଗ ହେବାର ଆଶଙ୍କା କମ କରନ୍ତୁ

ଅଣ୍ଡାକୁ ସୁପରଫୁଡ୍‌ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ଏବଂ ବି ର ମାତ୍ରା …
Loading...