Metro Tv

Editor in chief

Latest Articles

ଭିଜାଇଲା ବର୍ଷା, ୯ ଯାଏ ଏଭଳି ପାଗ

ଭୁବନେଶ୍ୱର:ପୁଣି ପାଗରେ ପରିବର୍ତ୍ତନ ଆସିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ...

ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜେଲ ଯାଇଥିବା ଆଇଏଏସ୍‌ ବିଜୟ କେତନ ଆଜି ମୁକୁଳିଛନ୍ତି। ଗତକାଲି ତାଙ୍କୁ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜି ସେ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ବାହାରିଛନ୍ତି।...

ଆସନ୍ତା କାଲି 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର: ବିଭିନ୍ନ ଦାବୀ ନେଇ ଆସନ୍ତା କାଲି 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା । ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ,ତଥା କେନ୍ଦ୍ର...

୩ ମାସ ପାଇଁ ସିଲ୍ ହେଲା ଓୟୁଏଟି କୁକୁଡ଼ା ଫାର୍ମ

ଭୁବନେଶ୍ୱର : ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି) ଫାର୍ମକୁ ସିଲ୍‌ କରି ଦିଆଯାଇଛି। ଏହି ଫାର୍ମକୁ ସିଲ୍‌ କରିବା ସହ କର୍ତ୍ତୃପକ୍ଷ ଲାଲ ପତାକା ମଧ୍ୟ...

IOCL ଚାକିରି ନାଁରେ 15 ଲକ୍ଷ ଲୁଟ୍‌

ଭୁବନେଶ୍ବର: ରାଜଧାନୀରେ ପୁଣି ଚାକିରି ନାଁରେ ବଡ ଠକେଇ । IOCLରେ ଚାକିରି କରାଇଦେବାକୁ କହି ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦଲାଲ । ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ୧୫...

ଏସ୍‌ସିବିରେ ହେଲା ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ: ୭ ଘଣ୍ଟା ଧରି ଚାଲିଲା ଅପରେସନ

କଟକ: ଏସ୍‌ସିବି ମେଡିକାଲରେ ପ୍ରଥମ ଥର ପାଇଁ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟର ସଫଳ ଅସ୍ତ୍ରୋପଚାର ହୋଇଛି।   ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ...

ମିଛୁଆ କଣ୍ଡକ୍ଟର: ପାସ୍‌ କରିନାହାନ୍ତି UPSC

ବେଙ୍ଗଲୁରୁ: କିଛି ଦିନ ତଳେ ବେଙ୍ଗଲୁରୁର ଜଣେ ବସ କଣ୍ଡକ୍ଟର ୟୁପିଏସସି ପରୀକ୍ଷାର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ନେଇ ଖବର ପ୍ରକାଶ ପାଇଥିଲା | ବେଙ୍ଗଲୁରୁ ବିଏମ୍‌ଟିସି...

ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

କଟକ: ଆସିଲା କୋରୋନା ରିପୋର୍ଟ । କୋରନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା DMET ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।...