Metro Tv

Editor in chief

Latest Articles

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ

(ମେଟ୍ରୋ ଟିଭି ବ୍ୟୁରୋ) ନୂଆଦିଲ୍ଲୀ :ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦେଶର ୪ର୍ଥ ସର୍ବଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଅଭିନୟରେ ନିଜର ସର୍ବୋଚ୍ଚ ପ୍ରତିପାଦନ ପାଇଁ ଭାରତ ସରକାରଙ୍କ...

ଦିଲ୍ଲୀ ରାଜପଥରେ ଓଡିଶାର ରୁକୁଣା ରଥ

(ମେଟ୍ରୋ ଟିଭି ବ୍ୟୁରୋ) ନୂଆଦିଲ୍ଲୀ :ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ତା’ସହିତ ବିଭିନ୍ନ ରାଜ୍ୟର...

ସାଧାରଣତନ୍ତ୍ର ଦିବସରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

(ମେଟ୍ରୋ ଟିଭି ବ୍ୟୁରୋ) ଅକଲାଣ୍ଡ : ସାଧାରଣ ତନ୍ତ୍ର ଦିବସରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ  । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ବଡ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ...

ଦେଶରେ ଆର୍ଥିକ ଅଭିବୃଦ୍ଧି କମାଇବ ଜଳବାୟୁ ପରିବର୍ତ୍ତନ

(ମେଟ୍ରୋ ଟିଭି ବ୍ୟୁରୋ) ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଦେଖାଦେଉଛି  । ଏହି ଜଳବାୟୁ ପରିବର୍ତ୍ତନ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି ।...

ଗଣତନ୍ତ୍ର ଦିବସରେ ମୋଦିଙ୍କ ନୂଆ ଟ୍ରେଣ୍ଡ ଆରମ୍ଭ

(ମେଟ୍ରୋ ଟିଭି ବ୍ୟୁରୋ ) -ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ପରମ୍ପରା ଆରମ୍ଭ କରିଛନ୍ତି । ଇଣ୍ଡିଆ ଗେଟ ସ୍ଥିତ ଅମର ଯବାନ ଜ୍ୟୋତିକୁ ନଯାଇ ଶହୀଦଙ୍କ ପାଇଁ...

71 ତମ ସାଧାରଣ ତନ୍ତ୍ର ଦିବସ -ସବୁଠି ଉତ୍ସବର ମାହୋଲ

(ମେଟ୍ରୋ ଟିଭି ବ୍ୟୁରୋ )ନୂଆ ଦିଲ୍ଲୀ :ଦିଲ୍ଲୀରେ ପାଳିତ ହେଉଥିବା ଜାତୀୟ ସ୍ତରୀୟ ସାଧାରଣ ଦିବସ ଅବସରରେ ପତକା ଉତ୍ତୋଳନ କରି ପ୍ୟାରେଡ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ...

2 ପ୍ରବାସୀଙ୍କ ସହ 11 ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ବର:୨ ପ୍ରବାସୀ ଓଡ଼ିଆଙ୍କ ସହ ୧୧ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ । ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ଚଳଚ୍ଚିତ୍ର...

71 ତମ ସାଧାରଣତନ୍ତ୍ର ଦିବସରେ ଆସାମରେ ବିସ୍ଫୋରଣ

(ମେଟ୍ରୋ ଟିଭି ବ୍ୟୁରୋ) ଆସାମ:ସାରା ଦେଶରେ 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ସବ ମୁଖର ଥିବାବେଳେ ଆସାମରେ ଫୁଟିଛି ବୋମା । ସାଧାରଣତନ୍ତ୍ର ଦିବସରେ ଆସାମର ଦୁଇ ଜିଲ୍ଲାରେ ଦିବ୍ରୁଗଡ ଓ...