Astrology

“ସପ୍ତାହକ ସାତଦିନ’ ହୁଏ କାହିଁକି ?

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ସାତଟି ଗ୍ରହକୁ ମାନି ଥାଆନ୍ତି ଏବଂ ଜ୍ୟୋତିଷର ଜନ୍ମଦାତା ମହାପଣ୍ଡିତ ରାବଣ କହିଯାଇଛନ୍ତି ଯେ, ଯେପରି ଭଗବାନ ସୂର୍ଯଦେବଙ୍କର ସାରଥୀ ଅରୁଣ ଜ୍ୟୋତିଷ ଜ୍ଞାନ ପ୍ରଦାନ କରିଥିଲେ, ଏହାପରେ ମହା ପଣ୍ଡିତ ରାବଣ ଗ୍ରହମାନଙ୍କର ପ୍ରତିପାଦନ କରିଥିଲେ । ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ଓ ପ୍ରମୁଖ ଗ୍ରହ ସୂର୍ଯ୍ୟ ଅଟନ୍ତି । ଏବଂ ରାହୁ-କେତୁକୁ ଛାୟାଗ୍ରହ ବୋଲି ମାନିଥାନ୍ତି ଯାହାର ମହତ୍ୱ କୌଣସି ଗ୍ରହର ସହଯୋଗରେ ହୁଏ ଅର୍ଥାତ୍ ସ୍ୱୟଂ ଏକଲା ମହତ୍ତ୍ୱହୀନ ଅଟେ । ଉପରୋକ୍ତ ସାତଟି ପ୍ରମୁଖ ଗ୍ରହଙ୍କର ନାମର ଆଗରେ “ବାର’ ଯୋଡି ସପ୍ତାହକ ସାତଦିନ ହୁଏ, ପ୍ରଥମଗ୍ରହ ସୂର୍ଯ୍ୟ ଅଟନ୍ତି ଯେପରି ରବିମଧ୍ୟ କହିଛନ୍ତି । ଏହିପରି ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ହୁଏ ।

Loading...

Join The Discussion

Loading...