Astrology

ଜାଣନ୍ତୁ, ତୁଳସୀ ବୃକ୍ଷକୁ ଲୋକେ ଘରସାମନାରେ ଲଗାନ୍ତି କାହିଁକି ?

ତୁଳସୀ ବୃକ୍ଷ ହିନ୍ଦୁ ପରିବାରର ପରିଚୟ ପ୍ରଦାନ କରିଥାଏ, ଏହା ଧାର୍ମୀକତା ଏବଂ ସାତ୍ତ୍ୱିକ ଭାବନାର ପରିଚୟ ମଧ୍ୟ ଦେଇଥାଏ । ହିନ୍ଦୁ ଧରର ରମଣୀମାନେ ତୁଳସୀ ପୂଜା କରି ନିଜର ସୌଭାଗ୍ୟ ଏବଂବଂଶବୃଦ୍ଧି କାମନା କରିଥାଆନ୍ତି । ରାମାୟଣ କଥାରେ ବର୍ଣ୍ଣିତ ପ୍ରସଂଗ ଅନୁସାରେ ରାମଦୂତ ଅନୁମାନ ସୀତାଙ୍କ ସନ୍ଧାନ ନେବା ପାଇଁ ସମୁଦ୍ର ଲଂଘନ କରି ଲଙ୍କା ଗଲେ । ସେଠାରେ ସେ ଗୋଟିଏ ଘରର ଅଗଣାରେ ତୁଳସୀ ବୃକ୍ଷ ଦେଖିଲେ ଯାହାକି ବିଭୀଷଣଙ୍କରଘର ଥିଲା । ତାତ୍ପର୍ଯ୍ୟ ଏହି ଯେ, ତୁଳସୀ ପୂଜା କରିବା ପ୍ରଥା ପ୍ରାଚୀନକାଳରୁ ଚଳି ଆସୁଅଛି । ତୁଳସୀ ମୂଳରେ ଗଙ୍ଗା ଡାଳରେ ବିଷ୍ଣୁ ଓ ପତ୍ରରେ ଦେବବତାମାନେ ବାସ କରନ୍ତି ଜଗନ୍ନାଥଙ୍କ ଦେହରେ ଫୁଲ ବଦଳରେ ତୁଳସୀ ଚଢାଯାଏ ।

Loading...

Join The Discussion

Loading...