Astrology

ଗୃହର ଅଧ୍ୟୟନ କକ୍ଷ ନିର୍ମାଣ କରୁଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

୧. ଗୃହର ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମକୁ ବାଦ ଦେଇ ଅଧ୍ୟୟନ କକ୍ଷ ରଖିବ । କିନ୍ତୁ ଏହି କକ୍ଷ ପଶ୍ଚିମ ପାଶ୍ୱର୍ରେ ରହିବା ଦରକା । ଏହା ବ୍ୟତୀତ ଐଶାନ୍ୟ ପାର୍ଶ୍ରେ ଅଧ୍ୟାୟନ କକ୍ଷ ମଧ୍ୟ ରଖାଯାଇପାରେ ।
୨. ଏହି ଅଧ୍ୟୟନ କକ୍ଷରେ ପିଲାମାନେ ପାଠପଢିବା ସମୟରେ ପୂର୍ବ ଦିଗ ଅଥବା ୁତ୍ତର ଦିଗକୁ ମୁଖ କରି ଯେପରି ବସି ପାଠ ପଢି ପାରିବେ ସେହି ହିସାବରେ ଟେବୁଲ ଚେୟାର ପକାଇବାକୁ ହେବ ।
୩. ଗୃହର ଅଧ୍ୟୟନ କକ୍ଷର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବର ପଶ୍ଚିମ ପାଶ୍ୱର୍କୁ ରଖିବା ଦରକାର । ପୂର୍ବ-ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଝରକା ରଖିବା ଅଧ୍ୟୟନ କକ୍ଷ ନିମନ୍ତେ ଶୁଭଦାୟକ ।
୪. ପାଠ୍ୟ ପୁସ୍ତକମାନ ସାଇତି ରଖିବା ଲାଗି ପୂର୍ବ କିମ୍ବା ଉତ୍ତର ପାଶ୍ୱର୍ରେ କକ୍ଷ ରଖିବା ଦରକାର ।

Loading...

Join The Discussion

Loading...